ଭାରତ – ପାକିସ୍ତାନ ମ୍ୟାଚରେ ପାକିସ୍ତାନର ବିଜୟ ପରେ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ସ୍ଥାନରେ ବାଣ ଫୁଟିବା ଠାରୁ ଆରମ୍ଭ କରି ଖୁସିରେ ଉଲ୍ଲସିତ ହେବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ସୋସିଆଲ ମିଡିଆରେ ପ୍ରବଳ ପ୍ରତିକ୍ରିୟା ଦେଖା ଦେଇଛି । Narendra Modi T20 World Cup #T20WorldCup Radhika Khera #socialmedia #india #Pakistan #Congress