#କଂଗ୍ରେସ_ରାସ୍ତାରେ_କଣ୍ଟା_ସାଜିବ_କ୍ୟାପଟେନଙ୍କ_ନୂଆ_ଦଳ
କଂଗ୍ରେସରୁ ଇସ୍ତଫା ଦେବାର ମାସକ ପରେ ଏକ ନୂଆ ରାଜନୈତିକ ଦଳ ଗଢ଼ିବା ସମ୍ପର୍କରେ ସୂଚନା ଦେଇଛନ୍ତି ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ । କ୍ୟାପଟେନଙ୍କ ଏହି ଘୋଷଣା ଦେଶର ରାଜନୈତିକ ମହଲରେ ସୃଷ୍ଟି କରିଛି ଝଡ଼ ।
#Congress #Punjab #ExMinister #AmarinderSingh #newparty #Odisha #ArgusNews