ଚୀନ ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ନିଜର ସୈନିକ ଆଡ୍ଡା ନିର୍ମାଣ କରୁଛି ବା ଏପରି କରିବାକୁ ଚେଷ୍ଚା କରୁଛି । ଆମେରିକାର ପ୍ରତିରକ୍ଷା ବିଭାଗ ପକ୍ଷରୁ ଏପରି ଦାବି କରାଯାଇଛି । ତେବେ ବର୍ତମାନ ସୁଦ୍ଧା କେବଳ ଗୋଟିଏ ସୈନ୍ୟ ଠିକଣା ନେଇ ପୁଷ୍ଟି ହୋଇପାରିଛି
#China #America #defence #militarybase #ArgusNews