#କରୋନାର_ତୃତୀୟ_ଲହରକୁ_ନେଇ_ଆସିଲା_ନୂଆ_ତଥ୍ୟ !
ଆଇଆଇଟି କାନପୁରର ସଦ୍ୟ ପ୍ରକାଶିତ ଏକ ଷ୍ଟଡି ରିପୋର୍ଟ କହୁଛି ସେପ୍ଟେମ୍ବରରୁ ଅକ୍ଟୋବର ଭିତରେ ଆସିବ କରୋନାର ତୄତୀୟ ଲହର । ତୄତୀୟ ଲହରର ୩ଟି ଦିଗକୁ ନେଇ ଆସିଛି ଏହି ରିପୋର୍ଟ
#ArgusNews #Odisha #ArgusNewsTV #NewsChannel #Third_Wave #Covid19 #IIT_Kanpur #Study_Report