ପୁଅର ଶବ ସହ ଦିନେ କି ୨ ଦିନ ନୁହେଁ, ଏକାବେଳେ ଦେଢ ବର୍ଷ କଟାଇଥିବା, ଏ ମହିଳାଙ୍କ କଥା ଶୁଣିଲେ ଆପଣ ଚକିତ ହେବେ। ତାଙ୍କ ଅଭିଯୋଗ ମୋ ପୁଅ ବଞ୍ଚିଥିଲା। ହେଲେ ଏ ପୁଲିସ ତାକୁ ଡାକ୍ତରଖାନା ନେବା ବାଟରେ ହିଁ ସେ ପ୍ରାଣ ହରାଇଛି ।
#uttarpradesh #kanpur #police #Covid19 #ArgusNews