#କରୋନା_କାରଣରୁ_ପର୍ଯ୍ୟଟନ_କ୍ଷେତ୍ରକୁ_ସବୁଠାରୁ_ବେଶୀ_କ୍ଷତି
#2024_ଯାଏ_ସ୍ଥିତି_ସୁଧୁରିବାର_ସମ୍ଭାବନା_ନାହିଁ
#ଜାତିସଂଘର_ଏଜେନ୍ସୀ_କଲା_ଦାବି
କରୋନା ମହାମାରୀ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ସବୁ କ୍ଷେତ୍ରରେ ଏହାର କ୍ଷତି ଦେଖିବାକୁ ମିଳିଛି । ହେଲେ କରୋନାର ସର୍ବାଧିକ କ୍ଷତି ପର୍ଯ୍ୟଟନ କ୍ଷେତ୍ରରେ ହୋଇଛି । ଜାତିସଂଘର ପର୍ଯ୍ୟଟନ ସହ ଜଡିତ ସଂଗଠନ ୱାର୍ଲ୍ଡ ଟୁରିଜିମ ଅର୍ଗାନାଇଜେସନ ପକ୍ଷରୁ ଅକ ରିପୋର୍ଟରେ ଏହା କୁହା ଯାଇଛି ।