କାଙ୍ଗାଳ ପାକିସ୍ତାନରେ ପନିପରିବା ମହଙ୍ଗା । ଟମାଟୋ କିଲୋ ୫୦୦ କୁ ପିଆଜ କିଲୋ ୪୦୦ । ଭାରତରୁ ଆମଦାନି ହୋଇପାରେ ଟମାଟୋ ଓ ପିଆଜ ! କାଙ୍ଗାଳ ପାକିସ୍ତାନ ଗତ କିଛି ମାସ ହେବ ସଙ୍କଟର ସାମ୍ନା କରୁଛି । ପ୍ରଥମେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଏବେ ରାଜନୈତିକ ସଙ୍କଟ ମଧ୍ୟ ଦେଶକୁ ମାଡି ବସିଛି । ଏବେ ପ୍ରାକୃତିକ ସଙ୍କଟ ଦେଇ ଗତି କରୁଛି କାଙ୍ଗାଳ ପାକିସ୍ତାନ ।
#pakistan #tomato #onion #price #ArgusNews