କାଶୀରେ ବିଜେପି ଶାସିତ ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ ମୋଦି । ସରକାରଙ୍କ ନୀତି, ଯୋଜନାର ପ୍ରସାର ନେଇ ଆଲୋଚନା କରିଥିବା ସୂଚନା ମିଳିଛି । ଆଗାମୀ ବିଧାନସଭା ନିର୍ବାଚନ, ଜନତାଙ୍କ ସହ ଜଡିତ ପ୍ରସଙ୍ଗ ଉପରେ ମନ୍ଥନ ହୋଇଥିଲା । ବୈଠକରେ ସାମିଲ ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀ ଏବଂ ସେମାନଙ୍କ ରାଜ୍ୟର ବିକାଶର କାର୍ଯ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ।
#Kashi #BJP #meeting PMO India Narendra Modi #Odisha #ArgusNews