ହାଇବ୍ରିଡ଼ ଟେରୋରିଷ୍ଟ ବା ହାଇବ୍ରିଡ ଆତଙ୍କବାଦୀ , ପ୍ରଥମ ଥର ପାଇଁ ଏହି ଶବ୍ଦ ଶୁଣୁଛନ୍ତି କି?
ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ମାନେ ଏବେ କିଛି ଦିନ ହେଲା ହିନ୍ଦୁ ଓ ଶିଖ ମାନଙ୍କୁ ଲଗାତାର ହତ୍ୟା କରୁଥିବା ଖବର ଆପଣଙ୍କ ପାଖରେ ଥିବ। ଏହି ହତ୍ୟା ଗୁଡିକ ସାଧାରଣ ଆତଙ୍କବାଦୀ ମାନେ ନ କରି ହାଇବ୍ରିଡ ଟେରୋରିଷ୍ଟ ମାନେ କରୁଥିବା ନେଇ ସୂଚନା ମିଳୁଛି ।
#kashmirvalley #hybridterrorist #JammuAndKashmir #Pakistan #Hindus #Sikhs #Securityofficials #AmitShah #weapons #torture #National #ArgusNews