ଏମିତି ଗୋଟିଏ ନାଁ ଯାହାକୁ ଶୁଣିଲା ମାତ୍ରେ ମନ ଶ୍ରଦ୍ଧାରେ ଭରିଯାଏ। କମ ଉଚ୍ଚତାର ଏହି ମଣିଷକୁ ପାକିସ୍ତାନୀ ରାଷ୍ଟ୍ରପତି ଆୟୁବ ଖାଁ କମ କରି ଆଙ୍କି ଜୀବନର ବଡ଼ ଭୁଲ କରିଥିଲେ। ୧୯୬୫ରେ ଯୁଦ୍ଧ ଆରମ୍ଭ କରିଥିବା ଆୟୁବଙ୍କୁ ଋଷ ଆମେରିକା ଶରଣ ପଶି ଶାସ୍ତ୍ରୀଙ୍କ ସହିତ ସନ୍ଧି କରିବାକୁ ପଡ଼ିଥିଲା। ସେହି ଶାସ୍ତ୍ରୀଙ୍କ ଶକ୍ତି ପଛରେ ଥିଲେ ଲଳିତା ଦେବୀ, ଶାସ୍ତ୍ରୀଙ୍କ ପତ୍ନୀ।
#lalbahadurshastri #wife #amma #ArgusNews