ନାଁ ବଦଳାଇବ ଫେସ୍ବୁକ୍ । ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍ ଫେସବୁକ୍ ର ହେବ ରିବ୍ରାଣ୍ଡିଂ । ଫେସବୁକ୍ ର ସିଇଓ ମାର୍କ ଜୁକରବର୍ଗ ଖୁବ୍ ଶୀଘ୍ର କରିପାରନ୍ତି ଘୋଷଣା । ପୂର୍ବରୁ ଗୁଗୁଲ୍ ଓ ପେପ୍ସି ଭଳି କମ୍ପାନୀର ନାଁ ବଦଳିଥିଲା ।
#MarkZuckerberg #FacebookCEO #socialmedia #namechange #rebranding #ArgusNews