#କିଏ_ତୋଳିଲା_ଜହ୍ନରେ_ଘର ?
#କେଉଁଠୁ_ଜହ୍ନରେ_ଆସିଲା_ଏପରି_କୁଡ଼ିଆ ?
ଏଲିଏନ୍ସମାନେ ଚନ୍ଦ୍ରପୃଷ୍ଠକୁ କବ୍ଜା କରି ନେଇ ନାହାଁନ୍ତି ତ ! ଚନ୍ଦ୍ରପୃଷ୍ଠର ରହସ୍ୟମୟ ଅଜଣା ଆକୃତିକୁ ନେଇ ଚର୍ଚ୍ଚା । ବୈଜ୍ଞାନିକମାନେ ସମାଧାନ କରିପାରିବେ ତ ସେ ରହସ୍ୟ !
#MysteriousHouse #Moon #scientists #LunarSurface #Earth #Satellite #ArgusNews