କୁତବ୍ମୀନାର ଥିଲା ବିଷ୍ଣୁ ସ୍ତମ୍ଭ !
୨୭ ପ୍ରାଚୀନ ମନ୍ଦିରକୁ ଭାଙ୍ଗିବା ପରେ ଏ ନିର୍ମାଣ । ବଦଳାଇଦିଆଗଲା ବିଷ୍ଣୁ ସ୍ତମ୍ଭର ନାଁ । ମୀନାରରେ ହିନ୍ଦୁଙ୍କୁ ପୂଜା ପାଇଁ ମିଳୁ ଅନୁମତି । ପୁନଃନିର୍ମାଣ ଦାବି ଉଠାଇଲା ବିଶ୍ବ ହିନ୍ଦୁ ପରିଷଦ ।
#QutubMinar #VishnuStambh #ViswaHinduParishad #demolition #Hindus #ArgusNews