#ସାରା_ବିଶ୍ବର_ନଜର_ଏବେ_ଆଫଗାନିସ୍ତାନ_ଉପରେ
ତାଲିବାନୀ ଆତଙ୍କରେ ଅସ୍ଥିର କାବୁଲ । ତେବେ ଆଗକୁ କଣ ହେବ? ଏ ଚିନ୍ତା ସେଠାରୁ ଯାଇପାରୁ ନଥିବା ଜନତାଙ୍କ ମଧ୍ୟରେ ରହିଛି । ଏସବୁ ଭିତରେ ନାଜଦାନାଙ୍କ ଭଳି କୁନି ଝିଅଙ୍କ କଥା ସାମ୍ନାକୁ ଆସୁଛି ।
#ArgusNews #National #afganistan #TalibanTerror #LittleGirl #najdana