ମୋତେ କିଏ ଫେରେଇ ଦିଅନ୍ତା କି ମୋ ପିଲା ଦିନ । ମୁଁ ଏମିତି ମସଗୁଲ୍ ହୋଇ ନାଚନ୍ତି ଆଉ ଭରପୁର ମଜା ନିଅନ୍ତି । ଆପଣ ବି ଏ ଭିଡିଓକୁ ଥରେ ଦେଖନ୍ତୁ ଅପଣଙ୍କ ମନ ବି କହିବ ମୁଁ ଟିକେ ଫେରିଯାଅନ୍ତିନି ମୋ ପିଲାଦିନକୁ । ବର୍ତ୍ତମାନର ଅବସାଦକୁ ଭୁଲି ମୋ ପିଲା ଦିନର ହଜି ଯାଅନ୍ତି ।
#viralvídeos #children #dance #ArgusNews