କୁନ୍ନୁର ଚପ୍ପର କ୍ରାସରେ ସହିଦ ଯବାନଙ୍କୁ ଝୁରୁଛି ଦେଶ । ପାଲମ ଏୟାରବେସରେ ଦେଶର ବୀର ପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ । ପ୍ରତିରକ୍ଷାମନ୍ତ୍ରୀ, NSA ଅଜିତ ଡୋଭାଲଙ୍କ ସହ 3 ସେନାର ମୁଖ୍ୟ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଲେ ।
#Funeral ADGPI - Indian Army Indian Air Force #tributes #martyred Narendra Modi #ArgusNews