କେନ୍ଦ୍ରିୟ ବଜେଟରେ କୈାଶଳ ବିକାଶ ଓ ଉଦ୍ୟୋଗ ମାନଙ୍କ ଭାଗିଦାରୀ ବଢାଇବା ଉପରେ ଜୋର ଦିଆଯାଇଛି ।ଏହା ଦେଶର ବେରୋଜଗାର ଯୁବ ପିଢିଙ୍କ କୈାଶଳ ବିକାଶ କରି ସେମାନଙ୍କୁ ରୋଜଗାରକ୍ଷମ କରିବ । ଏଥିରେ ସାହାଯ୍ୟ କରିବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଭୁବନେଶ୍ଵରରେ ସ୍ଥାପିତ ହୋଇଥିବା ସ୍କିଲ ଡେଭେଲପମେଣ୍ଟ ଇନଷ୍ଟିଚ୍ୟୁଟ୍।
#Bhubaneswar #SkillDevelopment #Institute #budget2022 #DharmendraPradhan #ArgusNews