କେବଳ ଭାରତ ନୁହେଁ ବିଦେଶରେ ବି ହୁଏ ସେନା ଶିବିରରେ ଅସ୍ତ୍ରପୂଜା । ଏହିର ଝଲକ ଏବେ ଦେଖିବାକୁ ମିଳିଛି ଗ୍ରିସ ବାୟୁସେନା ଶିବିରରେ । ନିକଟରେ ଗ୍ରିସର ବାୟୁସେନାରେ ସାମିଲ ହୋଇଛି ଲଢୁଆ ଯୁଦ୍ଧ ବିମାନ ରାଫାଲ ।
#worship #India #abroad #Greekmilitary #GreekAirForce #Rafalefighter #Odisha #ArgusNews