ବିଶ୍ବବ୍ରହ୍ମାଣ୍ଡରେ ଏମିତି ଅନେକ ଅଜଣା ସ୍ଥାନ ରହିଛି ଯାହା ଜାଣିବା ମଣିଷ ପକ୍ଷରେ ଏଯାଏ ସମ୍ଭ ହୋଇପାରିନି, ଆଗକୁ ହୋଇ ପାରିବ କି ନାହିଁ ଜଣାନାହିଁ । ମାତ୍ର ଆଧୁନିକ ବିଜ୍ଞାନର ଗବେଷଣା ବଳରେ ଆମ ସୌରଜଗତ ବାହାରେ ଏମିତି କିଛି ଦେଖି ନଥିବା ଦୃଶ୍ୟ ଦେଖିବାକୁ ମିଳୁଛି ଯାହା ଦେଖିଲେ ବିଶ୍ବାସ କରି ହୁଏନି ଏହା ପ୍ରକୃତରେ ମହାକାଶର କୌଣସି ସ୍ଥାନର ଦୃଶ୍ୟ ନା କମ୍ପ୍ୟୁଟରରେ ତିଆରି ହୋଇଥିବା ଛବି
#Cosmic #Reef #NASA #Science #Space #ArgusNews