କେରଳ ଇସଲାମୀ ଶକ୍ତି ମାନଙ୍କର ଦେଶ ବିରୋଧୀ ଗତିବିଧିର ପ୍ରମୁଖ ଆଡ୍ଡା ହୋଇ ସାରିଥିବାର ଆଉ ଏକ ପ୍ରମାଣ ମିଳିଛି । ଏହି ଇସଲାମୀ ଶକ୍ତି ମାନେ କିଭଳି ଦେଶର ସୁରକ୍ଷାକୁ ବିପନ୍ନ କରୁଛନ୍ତି ତାହା ଦେଖିବାକୁ ମିଳିଛି । ସମାନ୍ତରାଳ ଟେଲିଫୋନ ଏକ୍ସଚେଂଜ ମାମଲାରେ ପୋଲିସ ଇବ୍ରାହିମ ପୁଲାଟିଲ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି
#NationalNews #Kerala #telephoneexchange #AntiNational #ArgusNews