ଭାରତ ବାୟୋଟେକ୍ର କରୋନା ବିରୋଧୀ ଟିକା କୋଭାକ୍ସିନକୁ WHOର ଅନୁମତି ମିଳିପାରେ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସୂଚନା ଦେଇଛନ୍ତି। ସେ ଗୁରୁବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ୱାମୀନାଥନଙ୍କୁ ଭେଟିଛନ୍ତି
#ArgusNews #Odisha #Covaxin #coronavaccin #who