ଥାଇଲାଣ୍ଡରେ ଶିଶୁମାନଙ୍କ ଏକ ଡେ’ କେୟାର ସେଣ୍ଟର ଉପରକୁ ଦୁର୍ବୃତ୍ତ ଆଖିବୁଜା ଗୁଳିମାଡ କରିଛନ୍ତି। ଯେଉଁଥିରେ ୩୧ ଜଣଙ୍କ ପ୍ରାଣହାନୀ ଘଟିଛି। ମୃତକଙ୍କ ଭିତରେ ରହିଛନ୍ତି ୨୨ ଶିଶୁ ଓ ଜଣେ ୮ ମାସର ଗର୍ଭବତୀ। ପୁଲିସର କହିବା ଅନୁଯାୟୀ, ଜଣେ ପୂର୍ବତନ ପୋଲିସ ଅଫିସର ଏପରି କାଣ୍ଡ ଭିଆଇଛନ୍ତି।
#thailand #Attack #ExPolice #children #ArgusNews