"ସ୍ୱର୍ଣ୍ଣିମ ବିଜୟ ବର୍ଷ' ୨୦୨୧ ମସିହା । ୧୯୭୧ ଭାରତ-ପାକ ଯୁଦ୍ଧର ବୀରତ୍ବକଚ ସ୍ମରଣ କରୁଛି ଦେଶ। କୋଣ ଅନୁକୋଣରେ ପାଳନ କରୁଛି ବିଜୟ ଉତ୍ସବ। ଭାରତ ସଶସ୍ତ୍ର ବାହିନୀର ବଳିଦାନ ସନ୍ଦେଶକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଂଚାଇବାର ଲକ୍ଷ୍ୟ। ଦେଶର ଚାରିଗୋଟି ଦିଗକୁ ଏହି ଜ୍ୟୋତି ପ୍ରେରଣ କରାଯାଇଛି ।
#Ganjam #Chhatrapur #celebrated #GoldenVictoryYear2021 #Pakistan #Balandesh #National #ArgusNews