ଅଣ୍ଡା କରିଦେବ କରୋନାକୁ ଥଣ୍ଡା । କୋଭିଡ ନିରାକରଣର ନୂଆ ଫଣ୍ଡା ହେବ ଅଣ୍ଡା । ରୋଗ ପ୍ରତିରୋଧକ ଆଣ୍ଟିବଡି ତିଆରି ହେବ ଅଣ୍ଡାରୁ । ଆମ ଦେହ ଭିତରେ ରୋଗ ସୃଷ୍ଟିକାରୀ ତତ୍ତ୍ବ ମାନଙ୍କ ବିରୁଦ୍ଧରେ ଆଣ୍ଟିବଡିମାନେ ଲଢନ୍ତି । ଏବେ ଅଣ୍ଡାରୁ ତିଆରି ହେବ ବିଶେଷ ଆଣ୍ଟିବଡି । ଏହା ବ୍ୟବହାର ହେବ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ।
#eggs #coronavirus #covidprotection #antibody #Odisha #ArgusNews