ପ୍ରଥମ ଏବଂ ଦ୍ବିତୀୟ ଲହର ପରେ ଏବେ ଦେଶ କୋରୋନାର ତୃତୀୟ ଲହର ସହିତ ସମ୍ମୁଖିନ ହେବାକୁ ଯାଉଛି । ଏଭଳି ପରିସ୍ଥିତରେ ମହାମାରୀର ମୁକାବିଲା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ରହିଛନ୍ତି । ଏହି କ୍ରମରେ କେନ୍ଦ୍ର ସରକାର ସୋମବାର ବାହାର ଦେଶକୁ କୋରୋନା ଆଣ୍ଟିଜେନ ଟେଷ୍ଟିଂ କିଟ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
#ArgusNews #Odisha #COVID19 #coronavirus #antigentestingkits PMO India