ମା’ ଯିଏ ଆମକୁ ଦୁନିଆ ଦେଖାଏ । ମନରେ ବୋଝେ ଦୁଃଖ ବୋହି ଆମ ମୁହଁରେ ହସ ଫୁଟାଏ । ସ୍ନେହ ମମତାର ସୁଦୃଢ ରସିରେ ସମସ୍ତଙ୍କୁ ବାନ୍ଧି ରଖେ । ଅସମୟରେ ଧର୍ଯ୍ୟ ଧରି ଠିଆ ହୁଏ । ପରିସ୍ଥିତି ଯେତେ ବି କଠିନ ହେଉ ନା କାହିଁକି ଅସାଧାରଣ ପଥକୁ ଯିଏ ସାଧାରଣ କରାଏ ସେ ହେଉଛି ମା’ ।
#viralvideo #zomatodelivery #woman #mother #child #love #ArgusNews