#କ୍ରିକେଟ_ଫିଲଡରୁ_ରାଜନୀତି_ମଇଦାନ_କିଛି_ନୂଆ_ଖେଳ_ନୁହେଁ
#ନିଜ_ପ୍ରଥମ_ଫାର୍ଷ୍ଟ_କ୍ଳାସ_ମ୍ୟାଚରେ_ଶୂନରେ_ଆଉଟ_ହୋଇଥିଲେ_ନୱାଜ_ଶରିଫ
#ରାଜନୀତି_ପିଚରେ_ଇମରାନ_ଖାନଙ୍କ_ଭଳି_ଅଲରାଉଣ୍ଡର_ବି_ତିଷ୍ଠି_ପାରିଲେନି
କ୍ରିକେଟ ଫିଲଡରୁ ରାଜନୀତି ମଇଦାନ, ଏଇଟା ଇମରାନ ଖାନଙ୍କ ଆଗରୁ ବି ଚାଲିଛି । ହେଲେ ଇମ୍ରାନ ଖାନ୍ ପ୍ରଧାନମନ୍ତ୍ରୀ ହୋଇ ପାରିଥିବା ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟର । ଆସନ୍ତୁ ଜାଣିବା ଏପରି କିଛି କ୍ରିକେଟ ଖେଳାଳିଙ୍କ ବିଷୟରେ ଯେଉଁମାନେ ରାଜନୀତି ମୈଦାନରେ ଚୌକା ଛକା ମାରିବାକୁ ଚେଷ୍ଟା କରିଛନ୍ତି ।
#cricketers #poultice #Odisha #ArgusNews