ଆଇପିଏଲର ଲୋକପ୍ରିୟତା ଖେଳାଳୀଙ୍କୁ ଦାମୀ କରିବାରେ ଲାଗିଛି । ନିକଟରେ ଆଇପିଏଲ ନିଲାମୀ ଚାଲିଥିଲା । ଏଥିରେ ଇଂଲଣ୍ଡର ଅଲରାଉଣ୍ଡର ସାମ କୁରାନଙ୍କୁ ପଞ୍ଜାବ କିଙ୍ଗସ୍ ୧୮.୫୦ କୋଟିରେ କିଣିଛି । ଯାହା ଆଇପିଏଲ ଇତିହାସରେ ସବୁଠୁ ଅଧିକ ।
#ipl #ipl2023 #cricketmatch #englandplayer #samkaran #ArgusNews