ପାକିସ୍ତାନର ସୀମାବର୍ତ୍ତୀ ରାଜ୍ୟ ପଞ୍ଜାବରେ ଅସ୍ଥିରତା ସୃଷ୍ଟି କରିବାକୁ ଖଲିସ୍ତାନୀ ଅମୃତପାଲ ସିଂହ କେତେ ଜୋର ସୋରରେ ଲାଗିଥିଲା ତାର ଧୀରେ ଧୀରେ ଖୁଲାସା ହେବାରେ ଲାଗିଛି । ଦୁବାଇରୁ ଭାରତ ଆସି ୱାରିସ ପଞ୍ଜାବ ଦେ ସଂଗଠନ ଉପରେ କବଜା କରିବା ପରେ ଅମୃତପାଲ ଏକ ପ୍ରାଇଭେଟ ସେନା ତିଆରି କରିବାରେ ଲାଗିଥିଲା । ସେ ଏହାର ସଦସ୍ୟ ମାନଙ୍କୁ ଗାଁରେ ଫାଇରିଂ ରେଞ୍ଜ ତିଆରି କରି ଗୁଳି ଚଳାଇବାର ତାଲିମ ମଧ୍ୟ ଦେଉଥିଲା ।
#punjabi #AmritpalSingh #PakistanLink #ArgusNews