କ୍ୟାପ୍ଚେନ ଅମରିନ୍ଦର ସିଂହ ଯେତେବେଳ ଯାଏ କଂଗ୍ରେସ ଦଳରେ ଥିଲେ ସେତେବେଳ ଯାଏ ଖଲିସ୍ତାନୀ ମାନେ କଂଗ୍ରେସ ଦଳରେ ସାମିଲ ହୋଇ ପାରୁ ନ ଥିଲେ । କିନ୍ତୁ କ୍ୟାପ୍ଟେନ ଦଳ ଛାଡିବା ପରେ ଏବେ ସ୍ଥିତି ବଦଳିଛି । ଏବେ ଖଲିସ୍ତାନୀ ସମର୍ଥକ ମାନେ ଖୁବ ଆରାମରେ କଂଗ୍ରେସରେ ସାମିଲ ହୋଇ ପାରୁଛନ୍ତି
#khalistani #congress #CaptainAmarindrasingh #ArgusNews