ଖୁବ ଶୀଘ୍ର ବଜାରକୁ ଆସୁଛି 'ଛୁଞ୍ଚି ବିହୀନ କୋଭିଡ ଟୀକା
ବହୁ ଶୀଘ୍ର ମିଳିବାକୁ ଜାଉଛି 'ଛୁଞ୍ଚି ମୁକ୍ତ ଟୀକା । ଜାଇଡସ କାଡିଲା ଦ୍ବାରା ପ୍ରସ୍ତୁତ ଜାଇକଭ ଡି ଭାକସିନ ବିଶ୍ବର ପ୍ରଥମ ପ୍ଲାଜମିଡ ଡିଏନଏ ଭାକସିନ ଜାହାକି ଭାତରେ ପ୍ରସ୍ତୁତ ହୋଇସାରିଛି । ଏହା ପ୍ରଥମ ଏପରି ଭାକସିନ ଜାହା ବିନା 'ଛୁଞ୍ଚିରେ ଶରୀରରେ ପ୍ରଯୋଗ କରାଜାଇପାରିବ ।
#ArgusNews #NationalNews #NeddlelessVaccine #Corona #CoronaVaccine #Vaccine #PlasmidDNAVaccine