ଟୋକିଓ ଅଲମ୍ପିକ୍ସରେ ଅଂଶଗ୍ରହଣ କରିଥିବା ଖେଳାଳି ଓ ଆଥଲେଟଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସୋମବାର ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ଆବାସରେ ଖେଳାଳିମାନଙ୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଅଲିମ୍ପିଆନଙ୍କ ସହ ସାକ୍ଷାତ ବେଳର ଭିଡିଓ ଏବେ ସାମ୍ନାକୁ ଆସିଛି । ପଦକ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ କଥା ହୋଇଛନ୍ତି ମୋଦି
#ArgusNews #Odisha Narendra Modi #Meet #Players #TokyoOlympics