ଏହି ଭିଡିଓକୁ ଦେଖି ଆପଣ ହସି ହସି ବେଦମ୍ ହେଇଯାଉଥିବେ । ସେ କୁକୁଡା ହେଉ କି ଗଞ୍ଜା କି କୌଣସି ଜୀବ ଜନ୍ତୁ ଲୋକଙ୍କୁ ଦେଖିଲେ ଦୌଡି ପଳାନ୍ତି । ହେଲେ ଏଠି ଓଲଟା ହେଉଛି । ଲୋକଟି ଗଞ୍ଜାକୁ ବାଡଉଛି । ସେଠାରୁ ଯିବାକୁ ଘଉଡାଉଛି ।
#viralvideo #chicken #attack #Man #ArgusNews