#କେନ୍ଦ୍ର_ସରକାରଙ୍କ_ଐତିହାସିକ_ନିଷ୍ପତ୍ତି
ଦିଲ୍ଲୀ ପ୍ରଗତି ମୈଦାନ ଭାରତର ପ୍ରଗିତର ଆଉ ଏକ ଅଧ୍ୟାୟ । ଗତିଶକ୍ତି ମିଶନର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଯୋଜନା ନୂଆ ଭାରତର ପରିଚୟ ସହ ନୂଆ ଗତି ଓ ଶକ୍ତି ମଧ୍ୟ ଦେବ । 100 ଲକ୍ଷ କୋଟି ଟଙ୍କାର ଡ୍ରିମ ପ୍ଲାନକୁ ନେଇ ନୂଆ ଆଶା ରଖିଛି ପୂରା ଭାରତ ।
#delhi #GatiShakti #masterplan PMO India Narendra Modi #Odisha #ArgusNews