ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ ଆଜି ଘରେ ଘରେ ପରିଚିତ । ଗାଁରୁ ଆରମ୍ଭ କରି ସହର ଯାଏଁ ସମସ୍ତ ବେଶ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି ସେହି ସମୟକୁ । ଯେଉଁ ସମସୟରେ ମୋଦି ମନ କି ବାତର ଅନେକ ଗୁରୁତ୍ବ ପୂର୍ଣ୍ଣ କଥା କହିଥାନ୍ତି ।
#ManKiBaat #radioday PMO India Narendra Modi #ArgusNews