#ଗାନ୍ଧୀ_ବନାମ୍_ଧର୍ମ_ପରିବର୍ତନ
ଆଜି ଗାନ୍ଧୀ ଜୟନ୍ତୀ । ଗାନ୍ଧୀଜୀଙ୍କ ସମ୍ପର୍କରେ ଆଲୋଚନା କଲା ବେଳେ ଦେଖା ଯାଏ ଯେ କିଛି ଲୋକ ତାଙ୍କୁ ନିଜ ହିସାବରେ ପ୍ରଚାରିତ କରିଥାନ୍ତି । ସେମାନେ ନିଜର ସୁବିଧା ଅନୁସାରେ ତାଙ୍କର ଅନେକ କଥାକୁ ଲୁଚାଇ ଦିଅନ୍ତି । ଏହା ଦ୍ୱାରା ଗାନ୍ଧୀଜୀଙ୍କ ବିଭିନ୍ନ ପକ୍ଷ ସାମନାକୁ ଆସି ପାରି ନାହିଁ ।
#GandhiJayanti #oct2 #religion #Odisha #ArgusNews