#ଗିଲଙ୍କ_ବ୍ୟାଟରୁ_ରନ_ବର୍ଷା
#ହାଟ୍ରିକ_ମାରି_କଲେ_ଦ୍ବିଶତକ
#ଭାଙ୍ଗିଲେ_ରେକର୍ଡ_ପରେ_ରେକର୍ଡ
ଅର୍ଗସ ବ୍ୟୁରୋ: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଶୁଭମାନ ଗିଲଙ୍କ ଧୂଆଁଧାର ଶତକ । ଆଉ ଏହି ଶତକ ସହ ନିଜ ଫର୍ମ ବଜାୟ ରଖିଛନ୍ତି ଗିଲ୍ । ଦିନିକିଆରେ ଲଗାତାର ୨ଟି ଶତକ ହାସଲ ସହ ୧୯ଟି ଇନିଂସରୁ ୧୦୦୦ ରନ ପୂରା କରିଛନ୍ତି ଶୁଭମାନ ।
#ShubmanGill #cricketer #india #newzealand #cricketmatch #ArgusNews