ଗୁଗଲରେ ବାହା ହେବା ପାଇଁ ଝିଅ ଖୋଜୁଛନ୍ତି ନାଗାଲାଣ୍ଡର ଶିକ୍ଷାମନ୍ତ୍ରୀ ଟେମଜେନ ଇମନା । ବାହା ହେବା ପାଇଁ ଝିଅ ଖୋଜୁଥିବା ବେଳେର ଏକ ସ୍କ୍ରିନ୍ ଶଟ୍ ଟୁଇଟରରେ ଶେୟାର ବି କରିଛନ୍ତି । ଟେମଜେନଙ୍କ ଏହି ଟୁଇଟ୍ ବର୍ତ୍ତମାନ ଚର୍ଚ୍ଚାରେ । ସାଦି ଡଟ୍ କମ ସଂସ୍ଥାପକ ଅନୁପମ ମିତ୍ତଲ ଇମାନାଙ୍କୁ ସାହାଜ୍ୟ କରିବା ପାଇଁ ଟୁଇଟ କଲେ । ଟେମଜେନ୍ ମିତ୍ତଲଙ୍କୁ ରିପ୍ଲାଏ ଦେଇ କହିଲେ, ବଲିଉଡ୍ ସୁପରଷ୍ଟାର ସଲମାନ ପ୍ରଥମେ ବାହା ହୋଇଯାଅନ୍ତୁ, ତାପରେ ମୋ କଥା ଭାବିବ ।
#nagaland #educationminister #marriage #tweets #Odisha #ArgusNews