ଆପଣ ସମସ୍ତେ ବାହାଘରରେ ବ୍ରାଇଡ୍ ବା କନ୍ୟା ମାନଙ୍କୁ ପାଦରୁ ମୁଣ୍ଡ ପର୍ଯ୍ୟନ୍ତ ଅଳଙ୍କାର ପିନ୍ଧି ଥିବାର ଦେଖିଥିବେ...କିନ୍ତୁ ଏଠାରେ କିଛି ଓଲଟା.... ମୁଣ୍ଡ ଉପରେ ଗୁପଚୁପ,ବେକରେ ଗୁପଚୁପ୍ ଆଉ ସାମ୍ନାରେ ଥାଳି ଭିତରେ ବି ରଖା ଯାଇଛି ଗୁପଚୁପ୍।
#ArgusNews #National #ArgusNewsTv #GupChup #bride