ଶ୍ରଦ୍ଧା ବାକର ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ଖୁଲାସା ହେଉଛି । ହତ୍ୟାକାରୀ ଅଫତାବ ଅମିନ ପୁନାୱାଲାକୁ ନେଇ ନେଇ ଯେଉଁ ନୂଆ ତଥ୍ୟ ମିଳୁଛି ସେଥିରୁ ସ୍ପଷ୍ଟ ଯେ ସେ କେବଳ ଜଣେ ଯୁବତୀଙ୍କ ସହ ସମ୍ପର୍କରେ ନ ଥିଲା ବରଂ ଅନେକ ଯୁବତୀ ସହ ତାର ସମ୍ପର୍କ ଥିଲା ।
#argusnews #murdermystery #delhi #aftab #police #dehlinews