ଭାରତ ଯେଉଁଠି ଗୋମାତାଙ୍କୁ ପୂଜା କରାଯାଏ, ସେଠିବି କିଛି ଅଞ୍ଚଳରେ ମନୋରଞ୍ଜନ ନାଁରେ ଚାଲିଛି ଷଣ୍ଢ ଲଢେଇ ଭଳି ହିଂସ୍ର ପରମ୍ପରା । ମଧ୍ୟପ୍ରଦେଶର ଖରଗୋନ ଜିଲ୍ଲାର ମଣ୍ଡଳେଶ୍ବରଠାରେ ଷଣ୍ଢ ଲଢେଇର ଏମିତି କିଛି ଯନ୍ତ୍ରଣାଦାୟୀ ଚିତ୍ର ଏବେ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ।
#BullFight #AnimalRights #Superstition #MadhyaPradesh #FakeRituals #ArgusNews