#ଗୋରଖପୁରରୁ_ନାମାଙ୍କନ_ଦାଖଲ_କଲେ_ଯୋଗୀ
#ଉପସ୍ଥିତ_ଥିଲେ_କେନ୍ଦ୍ରମନ୍ତ୍ରୀ_ଅମିତ_ଶାହା_ଓ_ଧର୍ମେନ୍ଦ୍ର_ପ୍ରଧାନ
ଉତ୍ତର ପ୍ରଦେଶର ଗୋରଖପୁର ଆସନରୁ ପ୍ରାର୍ଥୀ ହୋଇଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ନାମାଙ୍କନ ଦାଖଲ କରିଛନ୍ତି। ନାମାଙ୍କନ ଦାଖଲ ବେଳେ ତାଙ୍କ ପାଖରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ , କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉତ୍ତର ପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହଙ୍କ ସମେତ ବହୁ ବରିଷ୍ଠ ବିଜେପି ନେତ ଉପସ୍ଥିତ ଥିଲେ। ଯୋଗୀଙ୍କ ନାମାଙ୍କନ ଦାଖଲ ନେଇ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି ।
#ChiefMinister #YogiAdityanath #nominationpaper #BJPleader #BJP #HomeMinister #UnionMinister #BJPchief #Gorakhpur #UttarPradesh #election #election2022 #Nation #Odisha #ArgusNews