ଉତ୍ତରପ୍ରଦେଶ ନିର୍ବାଚନର ଦୁଇଟି ପର୍ଯ୍ୟାୟ ପାଇଁ ବିଜେପିର ୧୦୫ ପ୍ରାର୍ଥୀଙ୍କ ଲିଷ୍ଟ୍ । ଗୋରଖପୁରରୁ ଲଢ଼ିବେ ସିଏମ୍ ଯୋଗୀ ଆଦିତ୍ୟନାଥ । ୟୁପି ନିର୍ବାଚନ ପ୍ରଭାରୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ ଏଥର ୩୦୦ ପାର୍ ।
#BJP #announces #uttarpradesh #elections #candidates #YogiAdityanath #contest #ArgusNews