ଆଫଗାନିସ୍ଥାନରୁ ଶିଖ୍ ଶରଣାର୍ଥୀ ମାନେ ଭାରତକୁ ନେଇ ଆସିଥିବା ଗ୍ରନ୍ଥ ସାହେବଙ୍କୁ ନୂଆଦିଲ୍ଲୀ ମହାବୀର ଗୁରୁଦ୍ୱାରରେ ସ୍ଥାପନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ପୁରୀ ନୂଆଦିଲ୍ଲୀରେ ସେମାନଙ୍କୁ ସ୍ୱାଗତ କରିବା ସହିତ ଗୁରୁଦ୍ୱାରରେ ସ୍ଥାପନ ପର୍ଯ୍ୟନ୍ତ ସାମିଲ ହୋଇଥିଲେ।
#ArgusNews #NewDelhi #National #Gurudwara #GuruGranthSahib #Sikhism