#ଆଜି_ଗାନ୍ଧି_ଜୟନ୍ତି
ସରକାର ଓ ପ୍ରଶାସନ ଗାନ୍ଧିଜୀଙ୍କ ନାମରେ ବିଭିନ୍ନ ଯୋଜନା କରିଛନ୍ତି, ତାଙ୍କର ଜୟନ୍ତି ଧୁମଧାମରେ ପାଳନ କରୁଛନ୍ତି । ହେଲେ ତାଙ୍କ ଗ୍ରାମ ସ୍ବରାଜ ଓ ପଂଚାୟତ ରାଜ ସମ୍ପର୍କିତ ବିଚାର ସରକାର କେତେ ପାଳନ କରୁଛନ୍ତି ସେ ବିଷୟରେ ଆଜି ଆଲୋଚନା କରିବା ଜରୁରୀ ମନେ ହୁଏ ।
#GandhiJayanti #oct2 #Gramaswaraj #Odisha #ArgusNews