#ଘାରିଲାଣି_ଟମାଟୋ_ଫ୍ଲୁ_ଭୟ
କେରଳ ଓ ତାମିଲନାଡୁରେ ଟମାଟୋ ଫ୍ଲୁ ଚିହ୍ନଟ । ଟମାଟୋ ଫ୍ଲୁ ପାଇଁ ବାହାର ରାଜ୍ୟରେ ହାଇଆଲର୍ଟ ।ସତର୍କତା ବଢିଛି। କେରଳରେ ବିଭିନ୍ନ ପିଲାଙ୍କଠାରେ ଏହି ଟମାଟୋ ଫ୍ଲୁ ଚିହ୍ନଟ ହୋଇଛି।
#tomatoflu #causes #viraldisease #Symptoms #precaution #kerala #National #ArgusNews