#ଚିକିତ୍ସା_ବିଜ୍ଞାନର_ନୂଆ_ଚମତ୍କାର
#ଘୁଷୁରୀ_କିଡନୀରେ_ବଞ୍ଚିବ_ମଣିଷ_ଜୀବନ
ଆମେରିକାରେ ସଫଳତାର ସହ କରାଯାଇଛି ଏହି କିଡନୀ ପ୍ରତିରୋପଣ । ଯଦିଓ ଏହାର ଦୀର୍ଘକାଳୀନ ସଫଳତା ନେଇ ଗବେଷଣା ଜାରୀ ରହିଛି ତେବେ ଏହି ପ୍ରାଥମିକ ସଫଳତା କିଡନୀ ରୋଗରେ ଶୀକାର ଗୁରୁତର ରୋଗୀଙ୍କ ପାଇଁ ନୂଆ ଆଶା ସଂଚାର କରିଛି ।
#america #pig #kidneytransplant #man #Odisha #ArgusNews