#ଚତୁର୍ଥ_ଶ୍ରେଣୀ_ପୁସ୍ତକରେ_ସାଙ୍ଘାତିକ_ତ୍ରୁଟି
ଗୋଟିଏ ପଟେ ରାଜ୍ୟରେ ବଜ୍ରକାପ୍ତା ଚୋରା ଚାଲାଣ ବଢି ଚାଲିଥିବା ବେଳେ ସ୍କୁଲ ବହିରେ ବଜ୍ରକାପ୍ତାକୁ ନେଇ ଲେଖା ଯାଇଥିବା ତଥ୍ୟକୁ ନେଇ ଦେଖା ଦେଇଛି ବିବାଦ । ଚତୁର୍ଥ ଶ୍ରେଣୀର ଆମେ ଓ ଆମ ପରିବେଶ ପୁସ୍ତକର 146 ନମ୍ବର ପୃଷ୍ଠା ଉପରେ ନଜର ପକାନ୍ତୁ ।
#4thclass #books #pangolin #146page #Odisha #ArgusNews