#ଚର୍ଚ୍ଚାରେ_ଏବେ_କୋଭିଡ_ଟିକା_ଫର୍ମୁଲା_ଚୋରୀ
କୋଭିଡ ଟିକାକୁ ନେଇ ଏବେ ସାରା ବିଶ୍ବରେ ଚହଳ ସୃଷ୍ଟି କରିଛି ଏକ ଖବର । ଟିକା ପ୍ରସ୍ତୁତିର ଫର୍ମୁଲା ଚୋରୀ । ତାହା ପୁଣି ବିଶ୍ବର କୌଣସି ଛୋଟ ଦେଶ ବିରୋଧରେ ନୁହେଁ ବରଂ ସାଇନ୍ସ ଟେକ୍ନୋଲୋଜିରେ ଆଗୁଆ ଥିବା ବିଶ୍ବର ଅନ୍ୟତମ ଦେଶ ରୁଷିଆ ବିରୋଧରେ ।
#COVID19 #coronavirus #Rusia #coviddoes #Odisha #ArgusNews