ଚର୍ଚ୍ଚାରେ ସାହିତ୍ୟ ପାଇଁ ନୋବେଲ ପାଇଥିବା ଅବଦୁଲ ରଜାକ । ସାହିତ୍ୟରେ ନୋବେଲ ପାଇବାରେ ପ୍ରଥମ କୃଷ୍ଣକାୟ ଆଫ୍ରିକୀୟ । ଶରଣାର୍ଥୀ ଅନୂଭୂତିକୁ ରୂପ ଦେଇ ଆସିଛନ୍ତି ନିଜ ଲେଖାରେ । ଶରଣାର୍ଥୀ ସମସ୍ୟାକୁ ନେଇ ସୃଷ୍ଟି କରିଛନ୍ତି ସମ୍ବେଦନଶୀଳତା ।
#AbdulrazakGurnah #novelist #literature #NobelPrize #colonialism #refugee #National #ArgusNews